Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ 

Manini Pattanayak
Browse all articles by Manini Pattanayak
·2 years ago
ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ 

 ପୁରୀ:  ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ। ଆସନ୍ତା ୨୯ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ପୁରୀରେ ରଘୁନନ୍ଦନ ଲାଇବ୍ରେରୀ ଏବଂ ଶ୍ରୀଜଗନ୍ନାଥ ରିସେପସନ୍ ସେଂଟର ପାଇଁ ଚାଲିଥିଲା ଖନନ ଦୁଇ ଦିନ ହେବ ବନ୍ଦ ରହିଛି।

୭.୫ ମିଟର ଖନନ ପାଇଁ ଅନୁମତି ମିଳିଥିବା କୁହାଯାଉଛି। ତେବେ ଏନେଇ ଏଏସଆଇକୁ କୌଣସି ଲେଟର ଆସି ନଥିବାବେଳେ ଏହା ଉପରେ ଯାଞ୍ଚ କରିବୁ ବୋଲି ଏଏସଆଇର ଓଡ଼ିଶା ମୁଖ୍ୟ ଡିବି ଗଡ଼ନାୟକ କହିଛନ୍ତି। ପୂର୍ବରୁ ପରିକ୍ରମା ପ୍ରକଳ୍ପ ସମୟରେ ଆଇଆଇଟି ଗାନ୍ଧୀନଗର ଦ୍ଵାରା କରାଯାଇଥିବା ଜିପିଆରଏସ୍ ସର୍ଭେ ରିପୋର୍ଟ ମଧ୍ୟ ଏଏସଆଇକୁ ଦିଆଯାଇନାହିଁ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Here comes the laser scanning report of the ratnabhandar of the temple | Argus News