Videos
|
Odisha

ଭିଜିଲାନ୍ସ ଜାଲରେ ହାଇସ୍କୁଲ ପ୍ରଧାନଶିକ୍ଷକ

Ritu Das
Browse all articles by Ritu Das
·2 years ago
ଭିଜିଲାନ୍ସ ଜାଲରେ ହାଇସ୍କୁଲ ପ୍ରଧାନଶିକ୍ଷକ

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ହାଇସ୍କୁଲ ପ୍ରଧାନ ଶିକ୍ଷକ। ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପଧାନ। 

ସଫେଇ ଓ ରାତ୍ରି ଜଗୁଆଳୀଙ୍କ ବିଲ ପାସ କରେଇବା ପାଇଁ ଲାଞ୍ଚ ନେବାବେଳେ ଧରା ପଡିଛନ୍ତି।  ଦାୟିତ୍ବରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ମହିଳାଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କାବୁ କରିଛି ବରଗଡ଼ ଭିଜିଲାନ୍ସ ବିଭାଗ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
High school | Argus News