Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହିନ୍ଦୁ ଜାଗରଣ ମଞ୍ଚର ଦିନିକିଆ ମାଲକାନଗିରି ବନ୍ଦ ଡାକରା

Banajyotshna Ray
Browse all articles by Banajyotshna Ray
·1 year ago
ହିନ୍ଦୁ ଜାଗରଣ ମଞ୍ଚର ଦିନିକିଆ ମାଲକାନଗିରି ବନ୍ଦ ଡାକରା

ଅର୍ଗସ ବ୍ୟୁରୋ:  ଆଜି ଦିନିକିଆ ମାଲକାନଗିରି ବନ୍ଦ । ବନ୍ଦ ଡାକରା ଦେଇଛି ମାଲକାନଗିରି ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ । ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀଙ୍କ ବିରୁଦ୍ଧରେ ପ୍ରତିବାଦ କରି ଏହି ବନ୍ଦ ଡାକରା ଦିଆଯାଇଛି ।ବାଙ୍ଗଲାଦେଶରେ ହିଂସା ଯୋଗୁଁ ବର୍ତ୍ତମାନ ମାଲକାନଗିରି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୋହିଜ୍ଞା ମୁସଲିମଙ୍କ ଅନୁପ୍ରବେଶ ବଢିଛି ଓ ହିଂସା ପୂର୍ବରୁ ଜିଲ୍ଲା ଓ ରାଜ୍ୟରେ ଦୀର୍ଘ ବର୍ଷ ଧରି ଅନୁପ୍ରବେଶ କରି ରହୁଥିବା ରୋହିଜ୍ଞା ମୁସଲିମଙ୍କୁ ଶୀଘ୍ର ଘଉଡ଼ାଇବାକୁ ଦାବି କରିଛି ମାଲକାନଗିରି ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hindu Jagran Manch Calls For Malkangiri Bandh | Argus News