Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର : ୬୦୪ ଫୁଟ ଜଳସ୍ତର ରହିଛି

Ritu Das
Browse all articles by Ritu Das
·1 year ago
ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର : ୬୦୪ ଫୁଟ ଜଳସ୍ତର ରହିଛି

ଅର୍ଗସ ବ୍ୟୁରୋ: ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର । ୬୩୦ ଫୁଟ କ୍ଷମତା ଥିବାବେଳେ ବର୍ତ୍ତମାନ ୬୦୪ ଫୁଟ କୁ ଛୁଇଁଲାଣି।

ଆଜି ୨ ଫୁଟ ବଢିଲାଣି। ସେକେଣ୍ତ ପ୍ରତି ୧ ଲକ୍ଷ ୭୨ ହଜାର ୧୭୬ କ୍ୟୁସେକ ଜଳ ପ୍ରବେଶ କରୁଛି । ଛତିଶଗଡରେ ଲଗାଣ ବର୍ଷା ଯୋଗୁ ଗତକାଲି ଠୁ ଜଳ ପ୍ରବେଶ ବଢିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hirakud dam | Argus News