Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହୀରାକୁଦ ଜଳଭଣ୍ଡାରର ହେବ ନିରାପତ୍ତା ଯାଞ୍ଚ

Odisha

ହୀରାକୁଦ ଜଳଭଣ୍ଡାରର ହେବ ନିରାପତ୍ତା ଯାଞ୍ଚ

Smruti Parija
Browse all articles by Smruti Parija
·1 year ago
ହୀରାକୁଦ ଜଳଭଣ୍ଡାରର ହେବ ନିରାପତ୍ତା ଯାଞ୍ଚ

ଅର୍ଗସ ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରର ହେବ ନିରାପତ୍ତା ଯାଞ୍ଚ । ଜୟପୁରର MNIT ସଂସ୍ଥା କରିବ ନିରାପତ୍ତା ଯାଞ୍ଚ । ଆସନ୍ତା 21 ରୁ 23 ତାରିଖ ପର୍ଯ୍ୟନ୍ତ ଚାଲିବ ଯାଞ୍ଚ । ଏନେଇ ମହାନଦୀ ବେସିନ୍‌ର ମୁଖ୍ୟ ଯନ୍ତ୍ରୀଙ୍କୁ ତଥ୍ୟ ମଗାଯାଇଛି । ବନ୍ୟା ସମୟର ପୂର୍ବ ଓ ପରବର୍ତ୍ତୀ ଜଳସ୍ଥିତି ସଂପର୍କିତ ତଥ୍ୟ ମାଗିଛନ୍ତି । ଜଳଭଣ୍ଡାରର ଡିଜାଇନ୍‌, ଡ୍ରଇଁ, କାର୍ଯ୍ୟଧାରା ସଂପର୍କିତ ତଥ୍ୟ ମାଗିଲେ । 15 ତାରିଖ ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ଯନ୍ତ୍ରୀ ।  

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hirakud Reservoir to be inspected for safety | Argus News