Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସକାଳ ୬ ଟା ସୁଦ୍ଧା ୬୧୦.୧୭ ଫୁଟ ଜଳସ୍ତର

Smruti Parija
Browse all articles by Smruti Parija
·1 year ago
ସକାଳ ୬ ଟା ସୁଦ୍ଧା ୬୧୦.୧୭ ଫୁଟ ଜଳସ୍ତର

ସମ୍ବଲପୁର: ବଢୁଛି ହୀରାକୁଦ ଜଳସ୍ତର । ସକାଳ ୬ ଟା ସୁଦ୍ଧା ୬୧୦.୧୭ ଫୁଟ ଜଳସ୍ତର । ମୋଟ ୧୪ ଟି ଗେଟରେ ଜଳ ନିଷ୍କାସନ ଜାରୀ । ହୀରାକୁଦ ଜଳଭଣ୍ତାର ସେକେଣ୍ତ ପ୍ରତି ୨ ଲକ୍ଷ ୭୪ ହଜାର ୮୪୯ କ୍ୟୁସେକ ଜଳ ପ୍ରବେଶ । ସେହିପରି ସେକେଣ୍ତ ପ୍ରତି ୨ ଲକ୍ଷ ୪୬ ହଜାର ୭୬୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hirakud-water-level-increasing-gradually | Argus News