Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଟୋକୁ ଧକ୍କା ଦେଲା ହାଇୱା, ୫ ଜଣଙ୍କ ମୃତ୍ୟୁ  

Odisha

ଅଟୋକୁ ଧକ୍କା ଦେଲା ହାଇୱା, ୫ ଜଣଙ୍କ ମୃତ୍ୟୁ  

Manini Pattanayak
Browse all articles by Manini Pattanayak
·2 years ago
ଅଟୋକୁ ଧକ୍କା ଦେଲା ହାଇୱା, ୫ ଜଣଙ୍କ ମୃତ୍ୟୁ  

 ସୁନ୍ଦରଗଡ:  ତେଲେନଡିହିରେ ଅଟୋ ରିକ୍ସାକୁ ଧକ୍କା ଦେଇଥିଲା ହାଇୱା । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ଥିବା ବେଳେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଟୋରେ ମୋଟ ୭ ଜଣ ନିକଟସ୍ଥ ଗାଁକୁ ଯିବା ବେଳେ ଧକ୍କା ଦେଇଥିଲା ବାଲି ବୋଝେଇ ହାଇୱା । ସମସ୍ତ ମୃତକ ଟାଉନ ଥାନା ବଗିଚାପଡାର ହୋଇଥିବା ସୂଚନା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hiwa hit the auto, 5 people died in sundargarh | Argus News