Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସେପ୍ଟେମ୍ବର ୯ ତାରିଖରେ ଛୁଟି ଘୋଷଣା

Odisha

ସେପ୍ଟେମ୍ବର ୯ ତାରିଖରେ ଛୁଟି ଘୋଷଣା

Rashmita Mishra
Browse all articles by Rashmita Mishra
·1 year ago
ସେପ୍ଟେମ୍ବର ୯ ତାରିଖରେ ଛୁଟି ଘୋଷଣା

ଅର୍ଗସ ବ୍ୟୁରୋ: ନୂଆଖାଇ ପାଇଁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର ୯ ତାରିଖରେ ଛୁଟି ଘୋଷଣା । ୮ ତାରିଖ ପଡୁଛି ନୂଆଖାଇ । ସେଦିନ ରବିବାର ଥିବାରୁ ୯ ତାରିଖ ଅର୍ଥାତ୍ ସୋମବାର ଦିନ ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ଛୁଟି ରହିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Holiday announcement on September 9 | Argus News