|
logo
Live
Argus News App
GET APP

Argus News - ଋଷିକୁଲ୍ୟା ଓ ବଡନଦୀ ଉତ୍ତର ବାଙ୍କ ସଂଗମସ୍ଥଳରେ ବୁଡ ପକାଇଲେ ଶ୍ରଦ୍ଧାଳୁ  

Odisha

ଋଷିକୁଲ୍ୟା ଓ ବଡନଦୀ ଉତ୍ତର ବାଙ୍କ ସଂଗମସ୍ଥଳରେ ବୁଡ ପକାଇଲେ ଶ୍ରଦ୍ଧାଳୁ  

Manini Pattanayak
Browse all articles by Manini Pattanayak
·1 year ago·1 min read
ଋଷିକୁଲ୍ୟା ଓ ବଡନଦୀ ଉତ୍ତର ବାଙ୍କ ସଂଗମସ୍ଥଳରେ ବୁଡ ପକାଇଲେ ଶ୍ରଦ୍ଧାଳୁ  

ବ୍ରହ୍ମପୁର:  ଋଷିକୁଲ୍ୟା ଓ ବଡନଦୀ ଉତ୍ତର ବାଙ୍କ ସଂଗମସ୍ଥଳରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ବୁଡ ପକାଇଲେ ଶ୍ରଦ୍ଧାଳୁ । ପ୍ରତିବର୍ଷ ଭଳି ପୁରାଣ ବର୍ଣ୍ଣିତ ଗଙ୍ଗାଠାରୁ ସହସ୍ର ବର୍ଷରେ ବଡ ପବିତ୍ର ଋଷିକୁଲ୍ୟା ନଦୀ ଉତର ବାଙ୍କରେ ଜଗନ୍ନାଥ ସଂସ୍କୃତି ଉତ୍ପତି ବହୁ ପ୍ରାଚୀନ ପଞ୍ଜିକାରେ ଏହି ପବିତ୍ର ଦିନଟି ସ୍ଥାନ ପାଇଛି । ପବିତ୍ର ଚୈତ୍ର ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଶନିବାର ଦିନ ପବିତ୍ର ତିଥିରେ ମହେନ୍ଦ୍ର ବେଳା ପ୍ରଭାତଠାରୁ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ବୁଡ ପକାଇବା ସହ ସ୍ନାନ ଯୋଗ ରହିଛି ।

ଏହି ପବିତ୍ର ତିଥିରେ ଋଷୁକୁଲ୍ୟା ବଡନଦୀ ଓ ଋଷିକୁଲ୍ୟା ଉତରବାଙ୍କ ସଂଗମ ସ୍ଥଳ ଠାରେ ପବିତ୍ର ସ୍ନାନ କରି  ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ କରିବା ସହ ଅନ୍ୟ ସମସ୍ତ ସାଧାରଣ ବ୍ୟକ୍ତି ମାନେ ସ୍ନାନ କରି ବ୍ରାହ୍ମଣ ଆର୍ଶିବାଦ ଓ ଦାନପୂଣ୍ୟ କାର୍ଯ୍ୟ କରିଥିଲେ । 

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଋଷିକୁଲ୍ୟା ଓ ବଡନଦୀ ଉତ୍ତର ବାଙ୍କ ସଂଗମସ୍ଥଳରେ ବୁଡ ପକାଇଲେ ଶ୍ରଦ୍ଧାଳୁ   | Argus News