Videos
|
Odisha

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ପୋଲିସର ତଦନ୍ତ ଆରମ୍ଭ

Banajyotshna Ray
Browse all articles by Banajyotshna Ray
·2 years ago
ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ପୋଲିସର ତଦନ୍ତ ଆରମ୍ଭ

ଅର୍ଗସ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଙ୍ଗପୁରା ଗାଁରେ ହତ୍ୟାକାଣ୍ଡ। ଭଗବାନ ପ୍ରଧାନ ନାମକ ଜଣେ ଯୁବକକୁ ହତ୍ୟା। ବର୍ଷେ ପୂର୍ବରୁ ଗାଁରେ ଭଗବାନଙ୍କ ସହ କିଛି ଲୋକଙ୍କ ସହ ଝଗଡା ସହ ମାଡ଼ପିଟ ହୋଇଥିଲା। ସେହି କାରଣରୁ ଭଗବାନକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ଲୋକେ। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ଜଣେ ଟ୍ରାକ୍ଟର ମାଲିକ ଭାଗବତ ପ୍ରଧାନ ନିଜ ଟ୍ରାକ୍ଟର ସହ ରେମୁଣା ଥାନାରେ ପହଂଚି ଭଗବାନ ତାଙ୍କ ଗାଡି ଆଗକୁ ଚାଲି ଆସିଥିବା କହି ରେମୁଣା ଥାନାରେ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି। ତେବେ ରେମୁଣା ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Homicide based on previous enmity | Argus News