Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହାଇଟେକ୍ ବ୍ଲାଷ୍ଟ ଘଟଣାରେ DNA ରିପୋର୍ଟ ହିଁ ଶେଷ ଭରସା

Odisha

ହାଇଟେକ୍ ବ୍ଲାଷ୍ଟ ଘଟଣାରେ DNA ରିପୋର୍ଟ ହିଁ ଶେଷ ଭରସା

Banajyotshna Ray
Browse all articles by Banajyotshna Ray
·2 years ago
ହାଇଟେକ୍ ବ୍ଲାଷ୍ଟ ଘଟଣାରେ DNA ରିପୋର୍ଟ ହିଁ ଶେଷ ଭରସା

ଅର୍ଗସ ବ୍ୟୁରୋ:  ହାଇଟେକ୍ ବ୍ଲାଷ୍ଟ ଘଟଣାରେ DNA ରିପୋର୍ଟ ହିଁ ଶେଷ ଭରସା। ଶନିବାର ନିଜକୁ ଦିଲ୍ଲୀପ ବୋଲି ଦାବି କରୁଥିବା ଗୁରୁତରଙ୍କ ମୃତ୍ୟୁ ହେବା ପରେ ପରିଚୟ ଦ୍ୱ ଆହୁରି ତୀବ୍ର ହୋଇଛି। ତେଣୁ DNA ରିପୋର୍ଟ ଆସିବା ପରେ ହିଁ ମୃତଦେହ ପରିବାରଙ୍କୁ ହସ୍ତାନ୍ତର ହେବ ବୋଲିକହିଛନ୍ତି ମେଡିାଲ କର୍ତ୍ତୃପକ୍ଷ। ଏଠି ପ୍ରଶ୍ନ ରାତି ଗୋଟାଏରେ ଯଦି ସ୍ବାସ୍ଥାବସ୍ଥା ଭଲ ଥିଲା ତେବେ ରାତି ୩ଟାରେ କିପରି ମୃତ୍ୟୁ ହେଲା । ଦିଲ୍ଲୀପ ବଞ୍ଚିଥିଲେ ସତ ପଦାକୁ ଆସିଥାନ୍ତା । ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hospital says man died in AC blast | Argus News