Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହୋଟେଲ ହତ୍ୟାକାଣ୍ଡ, ଜଣେ ରୋଷେୟାକୁ ହାଣିଲେ ସହଯୋଗୀ ରୋଷେୟା

Banajyotshna Ray
Browse all articles by Banajyotshna Ray
·1 year ago
ହୋଟେଲ ହତ୍ୟାକାଣ୍ଡ, ଜଣେ ରୋଷେୟାକୁ ହାଣିଲେ ସହଯୋଗୀ ରୋଷେୟା

ଅର୍ଗସ ବ୍ୟୁରୋ:  ଡ଼ମଣା ଛକରେ ଥିବା ହୋଟେଲ ମା ତରଦେଇରେ ହତ୍ୟାକାଣ୍ଡ । ହୋଟେଲରେ କାମ କରୁଥିବା ରୋଷେୟାଙ୍କୁ ପନିକିରେ ହାଣିଲେ ସହଯୋଗୀ ରୋଷେୟା । ମୃତକ ହେଲେ ପିତାମ୍ବର ଜେନା, ଘର ଗଞ୍ଜାମ ଅଂଚଳରେ । ହୋଟେଲରେ ରୋଷେୟା ଭାବରେ 15 ବର୍ଷ ହେଲା କାମ କରୁଥିଲେ । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ଖୋଳତାଡ କରୁଛି । ଅଭିଯୁକ୍ତ ଫେରାର, ଧରିବା ପାଇଁ ପୋଲିସର ଛାନଭିନ୍  । ମାଛ ନ ଦେବାରୁ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hotel murder, a chef killed by an associate chef | Argus News