ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ
·1 year ago

ଅର୍ଗସ ବ୍ୟୁରୋ: ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବି। ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି। ଗୃହକୁ ମୁଳତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ ପୁଣି ଥରେ ଗୃହର ମଧ୍ୟ ଭାଗରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ। ହଟ୍ଟଗୋଳ ମଧ୍ୟରେ ଆରମ୍ଭ ହେଲା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା । ବିଜେଡ଼ି ପଏଣ୍ଟ ଅଫ ଅର୍ଡର ମାଗିବା ସହ ବିରୋଧୀ ଦଳ ନେତାଙ୍କୁ ଗିରଫ ଶବ୍ଦ ପ୍ରସିଡ଼ିଂରୁ ହଟାଇବା ପାଇଁ ଦାବି କରି ବିଜେଡ଼ି ସଦସ୍ୟଙ୍କ ହଟ୍ଟଗୋଳ । ହଟ୍ଟଗୋଳ ବଢିବାରୁ ଗୃହକୁ ଅପରାହ୍ନ 4ଟା ଯାଏଁ ମୁଲତବୀ କଲେ ବାଚସ୍ପତି ।
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି ଉପରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଉତ୍ତର ବେଳେ ହଟ୍ଟଗୋଳ କରିଥିଲେ ବିଜେଡ଼ି ଓ କଂଗ୍ରେସ ସଦସ୍ୟ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: