Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆଜିଠାରୁ ହାଉସ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ.. 

Odisha

ଆଜିଠାରୁ ହାଉସ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ.. 

Manini Pattanayak
Browse all articles by Manini Pattanayak
·1 year ago
ଆଜିଠାରୁ ହାଉସ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ.. 

କଟକ: ଏସସିବି ମେଡିକାଲରେ ନର୍ସିଂ ଅଫିସର ଓ ହାଉସ ସର୍ଜନ ବିବାଦ ବଢିବାରେ ଲାଗିଛି। ଆଜି ଠାରୁ ହାଉସ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଆଉଟଡୋର,ୱାର୍ଡ, ICU,OT ରେ କାର୍ଯ୍ୟ କରିବେ ନାହିଁ ହାଉସ ସର୍ଜନ। କିନ୍ତୁ ଏମରଜେନ୍ସି ଡ୍ୟୁଟି, ଲେବର ରୁମ,କାଜୁଆଲଟି ଓ NTC ଡ୍ୟୁଟି କରିବେ।  ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ। ଆନ୍ଦୋଳନରେ ସାମିଲ ହେବେ 250 ହାଉସ ସର୍ଜନ।

ଅନ୍ୟପଟେ ରାଜ୍ୟର 22000 ନର୍ସିଂ ଅଫିସର ମାନେ କଳା ବ୍ୟାଚ ପିନ୍ଧି ରୋଗୀଙ୍କ ସେବା କରିବେ। ତେବେ ଜଣେ ରୋଗୀଙ୍କୁ ରକ୍ତ ଦେବା ଘଟଣାକୁ ନେଇ ମୁହାଁମୁହିଁ ହୋଇଥିଲେ ଉଭୟ ଗୋଷ୍ଠୀ।  ଦୁର୍ବ୍ୟବହାର ଅଭିଯୋଗରେ ଥାନାରେ ଏତଲା ଦେଇଥିଲେ ନର୍ସିଂ ଅଫିସର। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
House surgeon strike action from today.. | Argus News