Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ  

Manini Pattanayak
Browse all articles by Manini Pattanayak
·2 years ago
ପାଣି ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ  

କଟକ:  କେତେ ଗୁହାରି କଲେ ପାଣି ସମସ୍ୟା ଦୂର ହେବ ? । ପାଣି ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ  । ବଡ଼ମ୍ବା: ପିଇବା ପାଣି ପାଇଁ ତାତିଲେ, ରାସ୍ତା ରୋକିଲେ । ନରସିଂହପୁର ବ୍ଲକରେ ପାଣି ସମସ୍ୟା ନେଇ ଗ୍ରାମବାସୀଙ୍କ ରାସ୍ତାରୋକ ।

ରାସ୍ତାରେ ଗରା, ଡେକଚି ରଖି ଆନ୍ଦୋଳନ କଲେ ଏକଡାଳ ଗ୍ରାମବାସୀ  । ନୟାଗଡ଼-ନରସିଂହପୁର ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ ।  ପୂର୍ବରୁ ଗ୍ରାମ ବାସୀ ମାନେ ସରକାର ଓ ବ୍ଲକ ପ୍ରଶାସନ କୁ ଅଭିଯୋଗ କରିଥିଲେ କେହି କର୍ଣ୍ଣପାତ କରିନଥିଲେ ତେଣୁ ବାଧ୍ୟ ହୋଇ ମହିଳା ମାନେ ନୟାଗଡ଼ ଓ ନରସିଂହପୁର ରାସ୍ତାକୁ ଅବରୋଧ କରିଛନ୍ତି ଏବଂ ପାଣି ଯେ ପର୍ଯ୍ୟନ୍ତ ନ ଆସିଛି ରାସ୍ତା ରୁ ଓ ହୋ ରିବେ ନାହିଁ ବୋଲି ସିଧା ସଳଖ କହିଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How much will the water problem be solved? . Villagers blocked the road for water. | Argus News