Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋରାପୁଟରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ 

Manini Pattanayak
Browse all articles by Manini Pattanayak
·2 years ago
କୋରାପୁଟରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ 

କୋରାପୁଟ:  କୋରାପୁଟରୁ  ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମାଓବାଦୀମାନେ ଲୁଚିଥିବା ଖବର ପାଇ ବିଏସଏଫ୍ ପକ୍ଷରୁ କମ୍ବିଂ ଅପରେରସନ୍ କରାଯାଇଥିଲା ।

ଏହାଦେଖି ମାଓବାଦୀମାନେ ଆନ୍ଧ୍ରପ୍ରଦେଶ ସୀମା ଆଡକୁ ମୁହାଁଇଥିଲେ । କିନ୍ତୁ ସୁରକ୍ଷାକର୍ମୀ ମାନେ ଅପରେସନକୁ ଆହୁରି ଜୋରଦାର କରିଥିଲେ । କୋରାପୁଟର ସୁଙ୍କି ଅଂଚଳରୁ ମାଓବାଦୀମାନେ ବ୍ୟବହାର କରୁଥିବା ହାତି ତିଆରି ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Huge amount of Mao material seized from Koraput | Argus News