Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହେଲା ବିପୁଳ ସୁନା ଓ ରୂପା  

Odisha

ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହେଲା ବିପୁଳ ସୁନା ଓ ରୂପା  

Manini Pattanayak
Browse all articles by Manini Pattanayak
·1 year ago
ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହେଲା ବିପୁଳ ସୁନା ଓ ରୂପା  

ଭୁବନେଶ୍ବର: ଏୟାରପୋର୍ଟରୁ ଜବତ ହେଲା ବିପୁଳ ସୁନା ଓ ରୂପା । ଚାଲାଣ ବେଳେ ଚଢାଉ କରି ଜବତ କଲା ସିଟି ଜିଏସଟି ବିଭାଗ । ଦୁଇଟି କଣ୍ଟେନରେ ବୋଝେଇ ହୋଇ ଚାଲାଣ ହେଉଥିଲା ସୁନା-ରୂପା । ପାଖାପାଖି 80 କେଜି ସୁନା ଓ ଦେଢ କ୍ବିଣ୍ଟାଲ ରୁପା ଜବତ ହୋଇଥିବା ସୂଚନା ରହିଛି ।

ଏହାର ଆନୁମାନିକ ମୂଲ୍ୟ 30 କୋଟିରୁ ଊର୍ଦ୍ଧ୍ବ ହେବ । ସେହିପରି ଜବତ ରୂପାର ମୂଲ୍ୟ 5 କୋଟି ଟଙ୍କା ହେବ ବୋଲି କୁହାଯାଉଛି । ତେବେ ଗାଡିରେ ଏତେ ପରିମାଣର ସୁନା ଓ ରୁପା କେଉଁଠୁ ଆସିଲା ଓ ଏୟାରପୋର୍ଟକୁ ଏ ଗାଡି କିପରି ଆସିଲା ସେନେଇ ଛାନଭିନ ଚାଲିଛି । 
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Huge gold and silver seized from Bhubaneswar airport | Argus News