|
logo
Live

Argus News - ପୁଣି ଅଲୋଡା ନବଜାତ ଶିଶୁ କନ୍ୟା 

Odisha

ପୁଣି ଅଲୋଡା ନବଜାତ ଶିଶୁ କନ୍ୟା 

Manini Pattanayak
Browse all articles by Manini Pattanayak
·2 years ago
ପୁଣି ଅଲୋଡା ନବଜାତ ଶିଶୁ କନ୍ୟା 

ବାଲେଶ୍ୱର:  ହଜିଗଲା ମାନବୀକତା। ପୁଣି ଅଲୋଡା ନବଜାତ ଶିଶୁ କନ୍ୟା। ନବ ଜାତ ଶିଶୁ କନ୍ୟା କୁ କେହିଜଣେ ନୀଳଗିରି ଏନ.ଏ.ସି.ର ୬ ନମ୍ବର୍ ୱାର୍ଡ ମଙ୍ଗଳl ମନ୍ଦିର ଗଳିର ମସଜିଦ ପାଖରେ ପକେଇ ଦେଇଯାଇଛି। ଗ୍ରାମବାସୀ ଭୋର ସକାଳେ ଉଦ୍ଧାର କରି  ନୀଳଗିରି ପୋଲିସକୁ  ଖବର ଦେଇଥିଲା।  ପରେ ନୀଳଗିରି ମେଡ଼ିକାଲରେ  ଭର୍ତ୍ତି କରାଇଲା ପରେ ଶିଶୁ କନ୍ୟା ର ଅବସ୍ଥା ସ୍ଥିର ନଥିବାରୁ ବାଲେଶ୍ଵରକୁ ସ୍ଥାନାନ୍ତର କରାଯାଇଥିଲା ।

ଘଟଣା ପ୍ରଘଟ ପରେ ସ୍ଥାନୀୟ ମହିଳା ମାନେ ଅଞ୍ଚଳରର ଭଡାରେ ଥିବା ଜଣେ ମହିଳା ଗର୍ଭବତୀ ଥିବା ଜାଣିବାକୁ ପାଇବାରୁ ସନ୍ଦେହ କରି ଭଡାଘରେ ପଚରା ଉଚରା କରିଥିଲେ। ପରେ ବାପା ମା ସତ ମାନିଥିଲେ। ଏପରି କରିବା ଥିବା ସ୍ୱୀକାର କରିଥିଲେ ଦମ୍ପତି।  ଭୁଲ ରେ ଏମିତି କରିଛନ୍ତି ବୋଲି କହିଛନ୍ତି।
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୁଣି ଅଲୋଡା ନବଜାତ ଶିଶୁ କନ୍ୟା  | Argus News