Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସମବାୟ ସମିତି ଗଠନ ଦାବିରେ ରାସ୍ତାରୋକ କଲେ ଶହ ଶହ ଚାଷୀ

Odisha

ସମବାୟ ସମିତି ଗଠନ ଦାବିରେ ରାସ୍ତାରୋକ କଲେ ଶହ ଶହ ଚାଷୀ

Banajyotshna Ray
Browse all articles by Banajyotshna Ray
·2 years ago
ସମବାୟ ସମିତି ଗଠନ ଦାବିରେ ରାସ୍ତାରୋକ କଲେ ଶହ ଶହ ଚାଷୀ

ଅର୍ଗସ ବ୍ୟୁରୋ: ସମବାୟ ସମିତି ଗଠନ ଦାବିରେ ରାସ୍ତାରୋକ କଲେ ଶହ ଶହ ଚାଷୀ । ସମବାୟ ସମିତି ଗଠନ କରିବାରେ ରାଜ୍ୟ ସରକାର ଖାମ ଖିଆଲି କରୁଛନ୍ତି । ତେଣୁ ସମବାୟ ସମିତି ଗଠନ ଦାବିରେ ରାସ୍ତାକୁ ଓହ୍ଲାଇଲେ ଶହ ଶହ ଚାଷୀ l ନୂଆପଡା ଜିଲ୍ଲା ଖଡ଼ିଆଳ-ସିନାପାଲି ମୁଖ୍ୟ ରାସ୍ତାର ଗଣ୍ଡାବାହାଳିରେ ଆନ୍ଦୋଳନ l

ସିନାପାଲି ବ୍ଲକର ସିଙ୍ଗଝର ଏବଂ ମଖାପଦରକୁ ସମବାୟ ସମିତି ଗଠନରୁ ବାଦ ଦେଇଥିବା ପ୍ରତିବାଦର ରାସ୍ତାରୋକ କରି ନାରାବାଜି କରି ଆନ୍ଦୋଳନ କରିଛନ୍ତି ଶହ ଶହ ଚାଷୀ l କେବେ ଚାଷୀଙ୍କ ଦୁଃଖ ଦୂର କରିବେ ସରକାର ତାକୁ ଅପେକ୍ଷା। ରାଜ୍ୟ ସରକାରଙ୍କର କେବଳ ଖାମଖିଆଲି ମନୋଭାବ ରହୁଛି। କଥା ଦେଇ କଥା ରଖୁନାହାନ୍ତି ସରକାର।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Hundreds of farmers blocked the roads demanding the formation of cooperatives | Argus News