Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ଘର ଭିତର ମାଟି ତଳୁ ବାହାରୁଛି ଶହ ଶହ ଲିଟର ଦେଶୀ ମଦ 

Odisha

 ଘର ଭିତର ମାଟି ତଳୁ ବାହାରୁଛି ଶହ ଶହ ଲିଟର ଦେଶୀ ମଦ 

Manini Pattanayak
Browse all articles by Manini Pattanayak
·1 year ago
 ଘର ଭିତର ମାଟି ତଳୁ ବାହାରୁଛି ଶହ ଶହ ଲିଟର ଦେଶୀ ମଦ 

ପୁରୀ:  ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଦେଶୀ ମଦଖଣି ଠାବ । ଘର ଭିତର ମାଟି ତଳୁ ବାହାରୁଛି ଶହ ଶହ ଲିଟର ଦେଶୀ ମଦ ବ୍ୟାରେଲ୍ । ଅରଖକୁଦା ଥାନା ପୋଲିସର ମାରାଥନ୍ ଚଢାଉ । ୩ ଦିନରେ ୧୭ହଜାର ଲିଟର ମଦ ନଷ୍ଟ କଲାଣି ପୋଲିସ୍। କେଉଁଠି ଜଙ୍ଗଲ ଭିତରେ ତ କେଉଁଠି ଘର ଭିତରେ ମଦ ମାଫିଆ ଚଳାଇଥିଲେ ମଦ ସାମ୍ରାଜ୍ୟ ।

ମଦ ମାଫିଆଙ୍କୁ ବିଜେଡି ସରକାର ଦେଉଥିଲେ ସୁରକ୍ଷା ବିଜେପି ସରକାର ଭାଙ୍ଗୁଛି ଅଣ୍ଟା । ମଦ ମାଫିଆଙ୍କ ବଟିରେ ଚାଲୁଥିଲା ବିଜେଡି । କିନ୍ତୁ ମୋହନ ସରକାରରେ ଦେଶୀ ମଦ ଭାଟିରେ ଚାଲିଛି ଘନ ଘନ ଚଢାଉ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Hundreds of liters of native wine are coming out from the soil inside the house | Argus News