Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେଆଇନ ମଦ ବିରୋଧରେ ଶହଶହ ମହିଳାଙ୍କ ରାଲି

Swayangprajna Mishra
Browse all articles by Swayangprajna Mishra
·1 year ago
ବେଆଇନ ମଦ ବିରୋଧରେ ଶହଶହ ମହିଳାଙ୍କ ରାଲି

ଅର୍ଗସ ବ୍ୟୁରୋ : ବେଆଇନ ମଦ ବିରୋଧରେ ଗର୍ଜିଲେ ବରଗଡ଼ ସଦର ଖଲିଆପାଲି ଗାଁ ସ୍କୁଲ ପଡ଼ାର ଶହ ଶହ ମହିଳା । ଗାଁରେ ନିଶା ବନ୍ଦ୍ ଦାବି ନେଇ ହାତରେ ପ୍ଲାଗ କାର୍ଡ ଧରି ମହିଳାଙ୍କ ରାଲି।  

ଅଧିକ ପଢନ୍ତୁ : ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା

ଗାଁରେ ବେଆଇନ ମଦ ଓ ନିଶା ଦ୍ରବ୍ୟ ବିକ୍ରି ହେଉଥିବାରୁ ଗାଁର ଯୁବକ ମାନେ ନିଶା ଗ୍ରସ୍ତ ହୋଇ ପଥଭ୍ରଷ୍ଟ ହେଉଥିବାରୁ ଗାଁରେ ସମ୍ପୂର୍ଣ ମଦ ଓ ନିଶା ବନ୍ଦ୍ କରିବା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା ମାନେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hundreds of women rally against illegal liquor | Argus News