Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାତିରେ ପାଟ୍ରୋଲିଂବେଳେ ଦୁଇ ଜଣ ସବୁଜବାହିନୀ ଆହତ

Odisha

ରାତିରେ ପାଟ୍ରୋଲିଂବେଳେ ଦୁଇ ଜଣ ସବୁଜବାହିନୀ ଆହତ

Smruti Parija
Browse all articles by Smruti Parija
·2 years ago
ରାତିରେ ପାଟ୍ରୋଲିଂବେଳେ ଦୁଇ ଜଣ ସବୁଜବାହିନୀ ଆହତ

ବାଲେଶ୍ୱର: ବାଲେଶ୍ବର କୁଲଡିହା ଅଭୟାରଣ୍ୟରେ ପୁଣି ଫୁଟିଲା ଶିକାରୀଙ୍କ ଗୁଳି । ଗତକାଲି ରାତିରେ ପାଟ୍ରୋଲିଂ ବେଳେ ଦୁଇଜଣ ସବୁଜବାହିନୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କର ଗୋଡରେ ଗୁଳି ବାଜିଛି । ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟଗାର୍ଡ ସିଂରାୟ ହେମ୍ବ୍ରମଙ୍କ ସହିତ ପେଟ୍ରୋଲିଂ କରୁଥିବା ସମୟରେ ଶିକାରୀମାନେ ସବୁଜ ବାହୀନିଙ୍କୁ ଟାର୍ଗେଟ୍ କରିଥିଲେ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored