Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିକାରୀଙ୍କ ଶିକାର ଉଦ୍ୟମ ପଣ୍ଡ କଲା ବନବିଭାଗ, ୫ ଗିରଫ

Banajyotshna Ray
Browse all articles by Banajyotshna Ray
·2 years ago
ଶିକାରୀଙ୍କ ଶିକାର ଉଦ୍ୟମ ପଣ୍ଡ କଲା ବନବିଭାଗ, ୫ ଗିରଫ

ଅର୍ଗସ ବ୍ୟୁରୋ:  ପୁଣି ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀ ଗିରଫ। ଶିକାରୀଙ୍କ ଶିକାର ଉଦ୍ୟମ ପଣ୍ଡ କଲା ବନବିଭାଗ। ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରୁଥିବା ବେଳେ STPF ଓ ଜଏଣ୍ଟ ଟାକ୍ସ ଫୋର୍ସଙ୍କ ଦ୍ୱାରା କେଣ୍ଡୁମୁଣ୍ଡି ରେଞ୍ଜ ଅଞ୍ଚଳରେ ଧରା ପଡିଲେ ୫ ଶିକାରୀ। ସେମାନଙ୍କ ଠାରୁ ଗୋଟିଏ ଜାଲ, ଫାସ,ଦୁଇଟି ଟାଙ୍ଗିଆ,କାତି , ଛୁରୀ, ଧନୁତୀର, ଗୋଟିଏ ସମ୍ବର ଓ ହରିଣ ଶିଙ୍ଗ ଜବତ କରିଛି ବନବିଭାଗ ।  ୫ ଶିକାରୀଙ୍କୁ ଗିରଫ କରି ଯଶୀପୁରରେ ଥିବା ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଆଣି ପଚରା ଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hunters were arrested from Similipal sanctuary | Argus News