ପାରିବାରିକ କଳହକୁ ନେଇ ଜୀବନ ହାରିଲେ ସ୍ୱାମୀ -ସ୍ତ୍ରୀ
·2 years ago

ଅର୍ଗସ ବ୍ୟୁରୋ: ପାରିବାରିକ କଳହକୁ ନେଇ ବଡମ୍ବା ମାଣିଆବନ୍ଧରେ ସ୍ବାମୀ ସ୍ତ୍ରୀଙ୍କର ଆତ୍ମହତ୍ୟା। ମୃତ ସ୍ବାମୀ ସ୍ତ୍ରୀ ହେଲେ ନିତ୍ୟାନନ୍ଦ ମହାପାତ୍ର ଏବଂ ସ୍ତ୍ରୀ ଶାନ୍ତିଲତା ମହାପାତ୍ର । କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି ସେ ନେଇ ସ୍ପଷ୍ଟ ହୋଇ ପାରିନି। ତେବ ପାରିବାରିକ କଳହରୁ ଦୁହେଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏନେଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: