|
logo
Live

Argus News - ଝଗଡାରୁ ଅଜବ କାଣ୍ଡ , ପୁଅକୁ ନେଇ ରେଳଧରଣାରେ ବସାଇଦେଲା ବାପା

Odisha

ଝଗଡାରୁ ଅଜବ କାଣ୍ଡ , ପୁଅକୁ ନେଇ ରେଳଧରଣାରେ ବସାଇଦେଲା ବାପା

Swayangprajna Mishra
Browse all articles by Swayangprajna Mishra
·1 year ago
ଝଗଡାରୁ ଅଜବ କାଣ୍ଡ , ପୁଅକୁ ନେଇ ରେଳଧରଣାରେ ବସାଇଦେଲା ବାପା

ଅର୍ଗସ ବ୍ୟୁରୋ : ସ୍ବାମୀ, ସ୍ତ୍ରୀ ଝଗଡାରୁ ସ୍ୱାମୀର ଅଜବ କାଣ୍ଡ | ନିଜର ଛୋଟ ପୁଅକୁ ନେଇ ରେଳଧରଣାରେ ବସାଇଥିଲା ବାପା | ଆଉ ଫଟୋ ଉଠାଇ ଘର ଲୋକଙ୍କ ପାଖକୁ ପଠାଇ ଥିଲା | ଏ ସମ୍ପର୍କରେ ଖବର ପାଇଁ ବଲାଙ୍ଗିର ରେଲୱେ ପୋଲିସ ଏବଂ ପୋଲିସ ରେଲୱେ ଷ୍ଟେସନରେ ଟ୍ରେନକୁ ଅଟକାଇଥିଲେ |

ଅଧିକ ପଢନ୍ତୁ : ସ୍ତ୍ରୀର ମୃତ୍ୟୁର ଦିନକ ପରେ ବିଷପିଇ ଦେଇଥିଲେ ସ୍ବାମୀ

ତାପରେ ରେଲୱେ ଟ୍ରାକରୁ ପୁଅକୁ ଉଦ୍ଧାର କରି ତାଙ୍କ ମାଁ ପାଖରେ ଦେଇଥିଲେ | ଏହା ସହିତ ଛୁଆର ବାପା କଂସାରୀ ପଡାର ସଚିନ ଦାସକୁ ପୋଲିସ ଅଟକ ରଖି ପଚରା ଉଚୁରା ଜାରି ରଖିଛି |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଝଗଡାରୁ ଅଜବ କାଣ୍ଡ , ପୁଅକୁ ନେଇ ରେଳଧରଣାରେ ବସାଇଦେଲା ବାପା | Argus News