Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦଳରେ ଅଣଦେଖା କରାଗଲା ବୋଲି ଛାଡ଼ିଲି

Ritu Das
Browse all articles by Ritu Das
·2 years ago
ଦଳରେ ଅଣଦେଖା କରାଗଲା ବୋଲି ଛାଡ଼ିଲି

ଅର୍ଗସ ବ୍ୟୁରୋ: ନବୀନ ନିବାସ ସମୀକ୍ଷା ବୈଠକକୁ ମତେ ଡକା ଗଲାନି। ସେଥିଲାଗି ମୋ ମନ ଊଣା ହେଲା। ଟିକେଟ ନ ମିଳିବା ଏକ ପ୍ରକାର ସ୍ପଷ୍ଟ। ମୁଁ ବହୁ ଭୋଟରେ ୨୦୦୯ ରୁ ୨୦୧୯ ଯାଏ ଦୁଇଥର ବିଜୟୀ ହୋଇଛି। ଦଳରେ ଅଣଦେଖା କରାଗଲା। 

ସେଥିଲାଗି ଦଳ ଛାଡିଲି। ନିଷ୍ପତ୍ତି ନେଇନି କୁଆଡେ ଯିବି। କର୍ମୀଙ୍କ ସହ ଆଉ ପରିବାର ସହ ଆଲୋଚନା କରି ନିଷ୍ପତ୍ତି ନେବି।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
I left being | Argus News