ରାଜ୍ୟରେ IAS ସ୍ତରରେ ଅଦଳବଦଳ
·1 year ago

ଅର୍ଗସ ବ୍ୟୁରୋ: ରାଜ୍ୟରେ IAS ସ୍ତରରେ ଅଦଳବଦଳ। ବରିଷ୍ଠ ଆଇଏସଙ୍କୁ ଅତିରିକ୍ତ ଦାୟିତ୍ବ ନେଇ ବିଜ୍ଞପ୍ତି ପ୍ରକାଶ। ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ESI ବିଭାଗର ପ୍ରମୁଖ ସଚିବ ଦାୟିତ୍ବ। ଇନ୍ଦ୍ରମଣୀ ତ୍ରିପାଠୀ ହେଲେ ଶ୍ରମ କମିଶନର, ଯାମିନୀ ଷଡ଼ଙ୍ଗୀ ହେଲେ ସିଟି-ଜିଏସଟି କମିଶନର। ସୁଧାଂଶୁ ମୋହନ ସାମଲଙ୍କୁ ଓଏମସି ପରିଚାଳନ ନିର୍ଦ୍ଦେଶକ ଦାୟିତ୍ବ ମିଳିଛି। ତ୍ରିଲୋଚନ ମାଝୀଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଏବଂ ସିଦ୍ଧାର୍ଥ ଦାସଙ୍କୁ ସମବାୟ ସମିତିର ରେଜିଷ୍ଟାର ଅତିରିକ୍ତ ଦାୟିତ୍ବ,
ମୋନିକା ପ୍ରିୟଦର୍ଶିନୀଙ୍କୁ ଜୀବକା ମିଶନ ନିର୍ଦ୍ଦେଶିକ ଦାୟିତ୍ବ ଦିଆଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: