Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SOG ଯବାନଙ୍କ ସର୍ଚ୍ଚ ଅପେରସନ ବେଳେ IED ବିସ୍ପୋରଣ

Smruti Parija
Browse all articles by Smruti Parija
·2 years ago
SOG ଯବାନଙ୍କ ସର୍ଚ୍ଚ ଅପେରସନ ବେଳେ IED ବିସ୍ପୋରଣ

ବୌଦ୍ଧ:  ବୌଦ୍ଧ ଜିଲ୍ଲା ବଲମତୁମା ଜଙ୍ଗଲରେ IED ବିସ୍ପୋରଣ । IED ବିସ୍ପୋରଣରେ ଦୁଇ ଯବାନ ଆହତ ହୋଇଥିବା ସୂଚନା ରହିଛି ।  ଜଙ୍ଗଲରେ SOG ଯବାନଙ୍କ ସର୍ଚ୍ଚ ଅପେରସନ ବେଳେ IED ବିସ୍ପୋରଣ ହୋଇଥିଲା । ସେପଟେ  ବିସ୍ଫୋରଣ ପଛର କାରଣ ଅସ୍ପଷ୍ଟ ରହିଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ied-blast-in-boudh-kantamal-two-jawan-injured | Argus News