ଛତିଶଗଡ଼ ସୁକମାରେ ଆଇଇଡି ବ୍ଲାଷ୍ଟ: ୨ ଯବାନ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ: ଛତିଶଗଡ଼ ସୁକମାରେ ଆଇଇଡି ବିସ୍ଫୋରଣ ଘଟିଛି। ଏହି ବିସ୍ପୋରଣରେ ଦୁଇ crpf ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ରାସ୍ତା ନିର୍ମାଣ କାର୍ଯ୍ୟକୁ ସୁରକ୍ଷା ଦେବାକୁ ଯାଇଥିଲେ ସିଆରପିଏଫ ଓ କୋବ୍ରା ଯବାନ।
କିନ୍ତୁ ହଠାତ ଆଇଇଡି ବିସ୍ଫୋରଣ ହେବାରୁ ଆହତ ହୋଇପଡ଼ିଛନ୍ତି। ଗୁରୁତର ଯବାନଙ୍କ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁର ପଠାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: