ନିର୍ବାଚନରେ ଜିତିଲେ ନବୀନ ପଟ୍ଟନାୟକ ହେବେନି ମୁଖ୍ୟମନ୍ତ୍ରୀ: ଗଣେଶ ସାହୁ
·2 years ago

ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା ବିଜେଡିର ହିଡେନ ଏଜେଣ୍ଡା । ନିର୍ବାଚନରେ ଜିତିଲେ ନବୀନ ପଟ୍ଟନାୟକ ହେବେନି ମୁଖ୍ୟମନ୍ତ୍ରୀ । ଷଷ୍ଠ ପାଳିରେ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନ ପାରନ୍ତି ନବୀନ । ପାଣ୍ଡିଆନ ଦମ୍ପତିଙ୍କ ଭିତରୁ ଜଣେ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ । ବିଜେଡିର ଏଭଳି ହିଡେନ ଏଜେଣ୍ଡାର ପର୍ଦ୍ଦାଫାଶ କରିଛନ୍ତି ବିଜେଡି ନେତା ଗଣେଶ ସାହୁ । ଅର୍ଗସ ନ୍ୟୁଜର ପ୍ରଶ୍ନକାଳରେ ସେ କହିଛନ୍ତି, ଲୋକମାନେ ତାଙ୍କୁ ଭଗବାନ ଭଳିଆ ପୂଜା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯଦି ଉତ୍ତରାଧିକାରୀ ଭାବେ ପାଣ୍ଡିଆନ୍ କିମ୍ବା ତାଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତି ତେବେ ଓଡ଼ିଶା ପାଇଁ ମଙ୍ଗଳ ହେବ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: