Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଓଡ଼ିଶାରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା, ବାହାର ଠିକାଦାରଙ୍କୁ ଅନୁକମ୍ପା

Odisha

ଓଡ଼ିଶାରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା, ବାହାର ଠିକାଦାରଙ୍କୁ ଅନୁକମ୍ପା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଡ଼ିଶାରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା, ବାହାର ଠିକାଦାରଙ୍କୁ ଅନୁକମ୍ପା

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା । ଗାଲୁ ମାରୁଛି ବିଜେଡ଼ି । ବାହାର ଠିକାଦାରଙ୍କୁ ଅନୁକମ୍ପା । ରାଜ୍ୟ ଠିକାଦାରଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ତାମିଲନାଡୁ କମ୍ପାନୀକୁ ଅନୁକମ୍ପା , ଓଡିଶା ମହିଳା ଉଦ୍ୟୋଗୀଙ୍କୁ କାହିଁକି ନୁହେଁ । ସ୍ଥାନୀୟ MSME ମାନଙ୍କୁ କାହିଁକି ଦେଉନାହାନ୍ତି 20 ପ୍ରତିଶତ କାମ । ରାସନ କାର୍ଡ ଧାରିଙ୍କୁ ଦିଆଯାଉଥିବା ଝୋଟ ବ୍ୟାଗ ତାମିଲନାଡୁ କମ୍ପାନୀକୁ ସରକାର ଦେଇଥିଲେ ଅର୍ଡର ? ପାଖାପାଖି 2 କୋଟି ଝୋଟ ବ୍ୟାଗ ମଗାଇଛନ୍ତି ରାଜ୍ୟ ସରକାର । ଓଡ଼ିଆ ଉଦ୍ୟୋଗୀଙ୍କୁ ଭକୁଆ ବନେଇବା ପାଇଁ ଲୋକ ଦେଖାଣିଆ ଟେଣ୍ଡର ଡାକିଥିଲେ ରାଜ୍ୟ ସରକାର ।

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଲୋକାର୍ପଣ ହେଉ ଅବା କାର୍ଯ୍ୟକ୍ରମ ଜରିଆରେ ଟି ସାର୍ଟ, ଝୋଟ ବ୍ୟାଗ ଓ ସ୍କୁଲ ଡ୍ରେସ ଆଦି ଯୋଗାଣ କରିବାର ଦାୟିତ୍ୱ ବାହାର ରାଜ୍ୟର କମ୍ପାନୀ କୁ ମିଳୁଛି ଅଥଚ ରାଜ୍ୟରେ ଅନେକ ଛୋଟ MSME ଉଦ୍ୟୋଗୀ, ମହିଳା ଉଦ୍ୟୋଗୀ ଅଛନ୍ତି, ଏମାନଙ୍କୁ କାହିଁକି ଏ କାର୍ଯ୍ୟାଦେଶ ଦିଆ ଯାଉନାହିଁ, କଣ ରହିଛି ଏହାର କାରଣ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Ignoring Odisha entrepreneurs | Argus News