Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ମାର୍ଟ ଇଣ୍ଡିଆ ୱାକାଥନ ୨୦୨୪ ର ଗ୍ରାଣ୍ଡ୍ ଫିନାଲେ, ଆୟୋଜନ ପାଇଁ ଆଇଆଇଟି ଭୁବନେଶ୍ୱର ପ୍ରସ୍ତୁତ

Banajyotshna Ray
Browse all articles by Banajyotshna Ray
·1 year ago
ସ୍ମାର୍ଟ ଇଣ୍ଡିଆ ୱାକାଥନ ୨୦୨୪ ର ଗ୍ରାଣ୍ଡ୍ ଫିନାଲେ, ଆୟୋଜନ ପାଇଁ ଆଇଆଇଟି ଭୁବନେଶ୍ୱର ପ୍ରସ୍ତୁତ

ଅର୍ଗସ ବ୍ୟୁରୋ:  ଡିସେମ୍ବର ୧୧ରେ ସ୍ମାର୍ଟ ଇଣ୍ଡିଆ ୱାକାଥନ ୨୦୨୪ ର ଗ୍ରାଣ୍ଡ୍ ଫିନାଲେ । ଆୟୋଜନ ପାଇଁ ଆଇଆଇଟି ଭୁବନେଶ୍ୱର ପ୍ରସ୍ତୁତ । ଏହା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ସ୍ମାର୍ଟ ଇଣ୍ଡିଆ ୱାକାଥନର ସପ୍ତମ ସଂସ୍କରଣ । ଦେଶର ବିଭିନ୍ନ ପ୍ରାନ୍ତରୁ ୨୬ ଟି ଟିମ୍ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବେ ଏବଂ ଦୁଇ ଦିନ ମଧ୍ୟରେ କୋଡିଂ ଏବଂ ପ୍ରୋଗ୍ରାମିଂରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବେ । ପ୍ରତ୍ୟେକ  ଟିମରେ ୫-୬ ଜଣ ସଦସ୍ୟ ଅଛନ୍ତି। ଏହି ଦଳଗୁଡିକ ପାଞ୍ଚଟି ଜଟିଳ ସମସ୍ୟା ବିବୃତ୍ତି ପାଇଁ ଅଭିନବ ସମାଧାନର ବିକାଶ ପାଇଁ ଏକ ଉଚ୍ଚ-ଷ୍ଟକ୍ ଚ୍ୟାଲେଞ୍ଜରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IIT Bhubaneswar all set to host the grand finale of Smart India Walkathon 2024 | Argus News