ବେଆଇନ୍ ବାଣ ବ୍ୟବସାୟୀ ଗିରଫ
·1 year ago

ଅଗର୍ସ ବ୍ୟୁରୋ: ବାଣ ବ୍ୟବସାୟୀ ଗିରଫ । ୨ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ବାଲୁଗାଁ ପୋଲିସ । ୫୦ ହଜାର ଟଙ୍କାର ବେଆଇନ ବାଣ ଜବତ ହୋଇଛି । ବାଲୁଗାଁ ମାର୍କେଟରେଜଣେ ହୋଟେଲ ବ୍ୟବସାୟୀ ଏବଂ ଜଣେ ଭେରାଇଟ୍ ଷ୍ଟୋର ବ୍ୟବସାୟୀ ବେଆଇନ ଭାବେ ବିପୁଳ ପରିମାଣର ବାଣ ଗଚ୍ଛିତ ରଖିଥିବା ସୂଚନା ପାଇ ଚଢାଉ ହୋଇଥିଲା । ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ବିଭିନ୍ନ ଥାନା ଅଞ୍ଚଳରେ ଧରପଗଡ କରାଯାଇଛି । ଗିରଫ ଦୁଇ ଜଣ ବାଲୁଗାଁ ଅଞ୍ଚଳର ହରପ୍ରସାଦ ତ୍ରିପାଠୀ ଓ ନରେନ୍ଦ୍ର ମହାରଣା।
ଅଧିକ ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: