Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବେଆଇନି ବାଣ ଗୋଦାମ ଉପରେ ଚଢ଼ାଉ

Odisha

ବେଆଇନି ବାଣ ଗୋଦାମ ଉପରେ ଚଢ଼ାଉ

Rashmita Mishra
Browse all articles by Rashmita Mishra
·1 year ago
ବେଆଇନି ବାଣ  ଗୋଦାମ ଉପରେ ଚଢ଼ାଉ

ଅର୍ଗସ ବ୍ୟୁରୋ: ବେଆଇନି ବାଣ  ଗୋଦାମ ଉପରେ ଚଢ଼ାଉ । ସାଲେପୁର ରଟିଲୋ ଏସ ଡି ପି ଓ ଙ୍କ ନେତୃତ୍ଵ ରେ  ପୋଲିସ ଅଧିକାରି ମାନଙ୍କ ସହ ଚଢାଉ ହୋଇଥିଲା । ସୂଚନା ମୁତାବକ କୌଣସି ସୂତ୍ର ରୁ ସୂଚନା ପାଈ ଆଜି ସକାଳୁ ସାଲେପୁର ଡି ଏସ ପି  ଙ୍କ ନେତୃତ୍ବରେ  ଦୁଇଟି ଥାନା ର ଅଧିକାରୀ  ସମେତ ପୋଲିସ କର୍ମଚରି ମାନଙ୍କ ଉପସ୍ଥିତିରେ କିଶନ ନଗର ଥାନା ଅଧୀନ ରଟିଲୋ ହରିପୁର ଗାଁ ରେ ଏକ ବ୍ୟବସାୟ ଉଦ୍ଦେଶ୍ୟ ରେ ବେଆଇନ୍ ବାଣ ଗୋଦାମ ଉପରେ ଚଢାଉ ହୋଇଛି। ଯେଉଁଠି ୨୦ ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଦୁ  ଟଙ୍କା ର ବେଆଇନ୍ ବାଣ ମହଜୁଦ ରହିଥିଲା ତାହାକୁ ଜବତ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Illegal arrows are mounted on warehouses | Argus News