Videos
|
Odisha

ଦିନକୁ ପ୍ରାୟ ୫୦ ଲକ୍ଷ ଟଙ୍କାର ବେଆଇନ ବାଲି ଚାଲାଣ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦିନକୁ ପ୍ରାୟ ୫୦ ଲକ୍ଷ ଟଙ୍କାର ବେଆଇନ ବାଲି ଚାଲାଣ

ଅର୍ଗସ ବ୍ୟୁରୋ:  ଯାଜପୁର ନିର୍ବାଚନମଣ୍ଡଳୀର କମଳପୁର ଘାଟର। ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଦିୀନରେ ନା ବାଲି ଲୋଡିଂ ହେବ ନା ଟ୍ରାନସପୋଟ୍ରିଂ। ହେଲେ ନିୟମକୁ ଫୁ କରି ଚାଲିଛି ବେଆଇନ ବାଲି ଚୋରି। ଗାଁ ଲୋକ ପ୍ରତିବାଦ କଲେ ମିଳୁଛି ଧମକ। ଲୋକଙ୍କ ଧମକ ଏହା ପଛରେ ରହିଛି ସ୍ଥାନୀୟ ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ।କମଳପୁର ଭଳି ଆଉ ଦୁଇ ଘାଟରୁ ବି ହେଉଛି ବେଆଇନ ବାଲି ଚୋରି । ଶହ ଶହ ଟ୍ରକରେ ହେଉଛି ବାଲି ଚାଲାଣ। ନା କାଗଜପତ୍ର ଅଛି ନା ଅନୁମତି ଅଛି।

3 ଘାଟରୁ ପ୍ରତିଦିନ ପ୍ରାୟ 50 ଲକ୍ଷ ଟଙ୍କାର ବେଆଇନ ବାଲି ଚାଲାଣ ହେଉଛି । ହେଲେ ପୋଲିସ ଚୁପ୍, ଖଣି ବିଭାଗ ବି ଚୁପ୍। ଯାଜପୁରର ଏ ବାଲିଘାଟ ଭାତହାଣ୍ଡିରୁ ଗୋଟିଏ। ସାରା ରାଜ୍ୟରେ ଚାଲିଛି ବେଆଇନ ବାଲି ଚାଲାଣ । ଅଭିଯୋଗ ହୋଉଛି ବିଜେଡି ପାଣ୍ଠି ସଂଗ୍ରହର ବଡ଼ ମାଧ୍ୟମ ପାଲଟିଛି ବାଲି ଚୋରି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Illegal sand-trafficking worth about Rs 50 lakh per day | Argus News