Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦଶମ ପରୀକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଦଶମ ପରୀକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଅର୍ଗସ ବ୍ୟୁରୋ : ଆଜିଠାରୁ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା । ଓଡିଶାରୁ ଏକଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ତେବେ ପରୀକ୍ଷାକୁ ନେଇ ରହିଛି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ।

୧- ଅଧା ଘଣ୍ଟା ପୂର୍ବରୁ ପହଁଚିବେ
୨-୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ, ୧୦ ମିନିଟ୍ ପୂର୍ବରୁ ଖାତା ପାଇବେ
୩- ୫ ମିନିଟ୍ ପୂର୍ବରୁ ପ୍ରଶ୍ନ ପତ୍ର ପାଇବେ
୪- ଉତ୍ତର ଖାତାର ସିରିୟଲ୍ ନଂ ଏବଂ ପୃଷ୍ଠା ସଂଖ୍ଯା ଭଲଭାବରେ ଦେଖିନେବେ ଏବଂ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ
୫- ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ଯା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ
 ୬-ଆଡିସ୍ନାଲ୍ ସିଟ୍ ଦିଆଯିବ ନାହିଁ
୭- ପ୍ରଶ୍ନ ପତ୍ରରେ ରୋଲ୍ ନଂ ଛଡା ଦାଗ ବି ଲଗାଇବେ ନାହିଁ, ନଚେତ୍ mp ହୋଇଯିବେ
୮- ଉତ୍ତର ଖାତାରେ ନିଜର ରୋଲ୍ ନଂ, ରେଜିଷ୍ଟ୍ରେସନ୍ ନଂ ଠିକ୍ ଭାବରେ ଠିକ୍ ଜାଗାରେ ଲେଖିବେ
୯- ପ୍ରଶ୍ନ ପତ୍ରର ସେଟ୍ କୋଡ୍ କୁ ନିର୍ଭୁଲ ଭାବରେ ଲେଖିବେ
୧୦- ଉପସ୍ଥାନ ଖାତାରେ ନିଜର ରୋଲ୍ ନଂ ଦେଖି ଉପସ୍ଥାନ ଦେବେ
୧୧- ପରୀକ୍ଷା ହଲ୍ କୁ କଳା ବଲ୍ ପେନ୍ ଏବଂ ଆଡ୍ ମିଟ୍ କାର୍ଡ ବ୍ଯତୀତ ଅନ୍ଯ ଜିନିଷ ବର୍ଜନୀୟ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Important information about 10th exam | Argus News