|
logo
Live

Argus News - ଟ୍ରେନ ଚଳାଚଳ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା

Odisha

ଟ୍ରେନ ଚଳାଚଳ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା

Ritu Das
Browse all articles by Ritu Das
·2 years ago
ଟ୍ରେନ ଚଳାଚଳ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା

ଅର୍ଗସ ବ୍ୟୁରୋ: 08032/08031 ଭଦ୍ରକ - ବାଲେଶ୍ୱର - ଭଦ୍ରକ ମେମୁ ଚଳିତ ମାସ 23ରୁ 30 ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ। ଟ୍ରେନ ଟ୍ରାକ ମରାମତି ଯୋଗୁ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି। 

ବାଲେଶ୍ୱର - ଭଦ୍ରକ ରେଳ ସେକ୍ସନ ଅନ୍ତର୍ଗତ ସୋରୋ - ବାହାନଗା ବଜାର ଷ୍ଟେସନ ମଧ୍ୟରେ ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ ଜନିତ ଟ୍ରାଫିକ ବ୍ଲକ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଟ୍ରେନ ଚଳାଚଳ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା | Argus News