Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ, ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା

Banajyotshna Ray
Browse all articles by Banajyotshna Ray
·2 years ago
ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ, ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା

ଅର୍ଗସ ବ୍ୟୁରୋ: ଡିଜି କ୍ୟାମ୍ପ ଅଫିସରେ ଓଡିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ । ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେର ଚାଲିଥିବା ଏହି ବୈଠକରେ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ଚାଲିଛି । ବୈଠକରେ ଗୁଇନ୍ଦା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଗୁଇନ୍ଦା ଆଇଜି ଅନୁପ ସାହୁ, SIW ଡିଆଇଜି ଉମା ଶଙ୍କର ଦାଶ ସମେତ ବହୁ ବରିଷ୍ଠ IpS ଉପସ୍ଥିତ ଅଛନ୍ତି । ଏଥିସହ ଭିଡିଓ କନଫରେନସିଂରେ ସବୁ ଜିଲ୍ଲା ଏସପି ଉପସ୍ଥିତ ଅଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Important meeting of the police, discussion about election preparations | Argus News