Videos
|
Odisha

ନରସିଂହପୁରରେ ଅବକାରୀ ବିଭାଗର ଚଢ଼ାଉ

Ritu Das
Browse all articles by Ritu Das
·2 years ago
ନରସିଂହପୁରରେ ଅବକାରୀ ବିଭାଗର ଚଢ଼ାଉ

ଅର୍ଗସ ବ୍ୟୁରୋ: ଆଠଗଡ଼ ପରେ ନରସିଂହପୁର ଏବେ ହେଉଛି ଦେଶୀ ମଦ ଭାଟିର କୁଟୀର ଶିଳ୍ପ। ନରସିଂହପୁର ଚକ୍ରଗଡ ଗ୍ରାମରେ ନରସିଂହପୁର ଅବକାରୀ ବିଭାଗ ଚଢ଼ାଉ କରି ୫୬୦ ଲିଟର ଦେଶୀ ମଦ ସହିତ ୩୨୨୦ ଲିଟର ଦେଶୀ ମଦ ପୋଚ ଜବତ କରିଛି। 

ନଦୀ ନିକଟରେ ହଜାର ହଜାର ଲିଟର ମଦ ତିଆରି କରି ପ୍ରତ୍ୟେକ ଦିନ ଚାଲାଣ ହେଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଚଢ଼ାଉ ପରେ ଘଟଣା ସ୍ଥଳରୁ ଦୁଇଜଣ ଫେରାର ହୋଇଯାଇଛନ୍ତି। ସମସ୍ତ ଜବତ ମଦ ନଷ୍ଟ କରାଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ବିଭାଗର ମୁଖ୍ୟ ବିଶ୍ବମ୍ବର ବିଶ୍ବାଳ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
In Narsinghpur Police | Argus News