|
logo
Live

Argus News - ପୁରୀରେ ଜଗା ଦର୍ଶନ ପାଇଁ ବରିଷ୍ଠଙ୍କୁ କରୁଛନ୍ତି ବାରଣ, ସେହି ବୟସ୍କଙ୍କୁ ନେଇ ଅନ୍ୟ ରାଜ୍ୟରେ କରାଉଛନ୍ତି ଦେବ ଦର୍ଶନ

Odisha

ପୁରୀରେ ଜଗା ଦର୍ଶନ ପାଇଁ ବରିଷ୍ଠଙ୍କୁ କରୁଛନ୍ତି ବାରଣ, ସେହି ବୟସ୍କଙ୍କୁ ନେଇ ଅନ୍ୟ ରାଜ୍ୟରେ କରାଉଛନ୍ତି ଦେବ ଦର୍ଶନ

Jitendra Dash
Browse all articles by Jitendra Dash
·2 years ago·1 min read
ପୁରୀରେ ଜଗା ଦର୍ଶନ ପାଇଁ ବରିଷ୍ଠଙ୍କୁ କରୁଛନ୍ତି ବାରଣ, ସେହି ବୟସ୍କଙ୍କୁ ନେଇ ଅନ୍ୟ ରାଜ୍ୟରେ କରାଉଛନ୍ତି ଦେବ ଦର୍ଶନ

ଅର୍ଗସ ବ୍ୟୁରୋ : ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଅଣ ଓଡ଼ିଆ ମାନସିକତା । ପୁରୀରେ ଜଗା ଦର୍ଶନ ପାଇଁ ବରିଷ୍ଠଙ୍କୁ କରୁଛନ୍ତି ବାରଣ ଅଥଚ ସେହି ବୟସ୍କଙ୍କୁ ନେଇ ଅନ୍ୟ ରାଜ୍ୟରେ କରାଉଛନ୍ତି ଦେବ ଦର୍ଶନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୟାନ ପରେ ରାଜ୍ୟ ସରକାରଙ୍କ ଜଗନ୍ନାଥ ପ୍ରୀତି ଉପରେ ଉଠିଛି ପ୍ରଶ୍ନବାଚୀ । 

ଅଧିକ ପଢନ୍ତୁ : ଆଜିଠୁ ଆରମ୍ଭ ପବିତ୍ର ମହାପଞ୍ଚକ ବ୍ରତ

ରାଜ୍ୟର ବରିଷ୍ଠ ନାଗରିକଙ୍କ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା କରୁଛନ୍ତି ସରକାର । ବୟସାଧିକଙ୍କୁ ନେଇ ଅନ୍ୟ ରାଜ୍ୟରେ ଦେବ ଦର୍ଶନ କରାଉଛନ୍ତି । ଅଥଚ ନିଜ ରାଜ୍ୟର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସେମାନଙ୍କୁ କାହିଁକି ବାରଣ କରୁଛନ୍ତି ସରକାର । କାର୍ତ୍ତିକ ଭଳି ପୂଣ୍ୟ ମାସରେ କାହିଁକି ବରିଷ୍ଠ ଭକ୍ତଙ୍କୁ ଜଗା ଦର୍ଶନକୁ ବଞ୍ଚିତ କରିବାକୁ ହେଉଛି ଷଡ଼ଯନ୍ତ୍ର । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୁରୀରେ ଜଗା ଦର୍ଶନ ପାଇଁ ବରିଷ୍ଠଙ୍କୁ କରୁଛନ୍ତି ବାରଣ, ସେହି ବୟସ୍କଙ୍କୁ ନେଇ ଅନ୍ୟ ରାଜ୍ୟରେ କରାଉଛନ୍ତି ଦେବ ଦର୍ଶନ | Argus News