Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସକାଳର ଖବର ସଂକ୍ଷେପରେ....

Ritu Das
Browse all articles by Ritu Das
·1 year ago·2 min read
ସକାଳର ଖବର ସଂକ୍ଷେପରେ....

ଅର୍ଗସ ବ୍ୟୁରୋ: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ ....ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସର ୧୨ ଜଣିଆ ଟିମ ଚଢ଼ଉ କରିଛି। ତାଙ୍କ ଭଡ଼ାଘର ସମେତ ବିଭିନ୍ନ ସ୍ଥାନରେ ଚଢଉ ଚାଲିଥିବା ସୂଚନା ମିଳିଛି
୨- ସୁନ୍ଦରଗଡ଼ କୋଇଡ଼ାରେ ହାତୀ ଉତ୍ପାତ....ଶୋଇଥିବା ବେଳେ ଗର୍ଭବତୀ ମା’ ସହ ୮ ବର୍ଷର ପୁଅଙ୍କୁ ଦଳିଦେଲା ଦନ୍ତା 
୩- କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା....ତଦନ୍ତ ଭାର ନେଲା ସିବିଆଇ
୪- ସମସ୍ତ ମେଡିକାଲ କଲେଜ ପାଇଁ ଜାରି ହେଲା ଆଡଭାଇଜରି, କ୍ୟାମ୍ପସ ପରିସରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଲା  ନ୍ୟାସନାଲ ମେଡିକାଲ କମିଶନ (NMC)
୫- ରାଜସ୍ଥାନରେ ବର୍ଷା ବିତ୍ପାତ, ୨ ଦିନରେ ୨୬ ମୃତ: ୟୁପିର ୩୩ ଜିଲ୍ଲାରେ ବନ୍ୟା, ବାରଣାସୀର ୬୫ ଘାଟ ଜଳମଗ୍ନ
୬- ଭାରତୀୟ ଆଇଟି ସେକ୍ଟରରୁ ଆସିଲା ପଜିଟିଭ ସଙ୍କେତ: ଫ୍ରେଶର୍ସଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଛନ୍ତି TCS, କଗ୍ନିଜାଣ୍ଟ ଓ ଆସେଞ୍ଚର ପରି ପ୍ରତିଷ୍ଠିତ ଟେକ୍ କମ୍ପାନୀ
୭- ପୁଣି ଘୁଞ୍ଚିଲା ଭିନେଶ ଫୋଗଟଙ୍କ ଶୁଣାଣି....ଆସନ୍ତା ଅଗଷ୍ଟ ୧୬ ତାରିଖରେ ଭିନେଶ ଫୋଗାଟଙ୍କ ଶୁଣାଣି କରିବେ କୋର୍ଟ। ତେବେ ଆଜି ଭିନେଶ ଫୋଗାଟଙ୍କ ମାମଲାରେ ଶୁଣାଣି କରିଥାନ୍ତେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟ୍ସ। ହେଲେ ବର୍ତ୍ତମାନ ଏହାକୁ ଘୁଞ୍ଚାଇ ଦିଆଯାଇଛି
୮- ଗ୍ଲୋବାଲ ମାର୍କେଟରେ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କଲା Google: ଭାରତୀୟ ବଜାରକୁ ଆସିଲା Pixel 9 ସିରିଜର ୪ଟି ସ୍ମାର୍ଟଫୋନ
୯- ଶ୍ରୀଦେବୀଙ୍କ ଜନ୍ମ ବାର୍ଷିକୀରେ ତିରୁପତି ମନ୍ଦିର ପହଞ୍ଚିଲେ ଜାହ୍ନବୀ, ବୟଫ୍ରେଣ୍ଡ ଶିଖରଙ୍କ ସହ କଲେ ଦର୍ଶନ
୧୦- ଆସନ୍ତା ୧୭ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ କାଁ ଭାଁ ବର୍ଷା....ନିଅଣ୍ଟିଆ ବର୍ଷା ସ୍ଥିତି ବଢ଼ିବା ସହ ଚାଷ କାର୍ଯ୍ୟ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In summary | Argus News