Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜଧାନୀରେ ଗୁଣି ଗାରେଡ଼ି ଘର ଭିତରେ ଚାରି ଆଡେ଼ ଗାତ ଖୋଳି ଚାଲିଥିଲା ତନ୍ତ୍ର ପୂଜା

Odisha

ରାଜଧାନୀରେ ଗୁଣି ଗାରେଡ଼ି ଘର ଭିତରେ ଚାରି ଆଡେ଼ ଗାତ ଖୋଳି ଚାଲିଥିଲା ତନ୍ତ୍ର ପୂଜା

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜଧାନୀରେ ଗୁଣି ଗାରେଡ଼ି  ଘର ଭିତରେ ଚାରି ଆଡେ଼ ଗାତ ଖୋଳି ଚାଲିଥିଲା ତନ୍ତ୍ର ପୂଜା

ଅର୍ଗସ ବ୍ୟୁରୋ: ରାଜଧାନୀରେ ଚାଲିଥିଲା ଗୁଣି ଗାରେଡ଼ି । ଘର ଭିତରେ ଚାରି ଆଡେ଼ ଗାତ ଖୋଳି ଚାଲିଥିଲା ତନ୍ତ୍ର ପୂଜା ।ଘର ମାଲିକ ନିଜ ସାଙ୍ଗ ର ଜଣେ ବନ୍ଧୁ ଙ୍କୁ ସେହି ଘରେ ରହିବାକୁ ଦେଇଥିଲେ । ପରବର୍ତ୍ତୀ ସମୟ ରେ ଘର ମାଲିକ ସେହି ଘରୁ ଧୂଆଁ ବାହାରୁଥିବା ଦେଖିଥିଲେ । ଏହା ପରେ ସେ ଘର ଚେକ୍ କରିବା ସମୟରେ ଘର ଭିତରେ ଗୁଣି ଗାରେଡ଼ି ଓ ତନ୍ତ୍ର ପୂଜା ହେଉଥିବା ଦେଖିବାକୁ ପାଇଥିଲେ । ଚର୍ଚିଲ କାନୁନଗୋ ନାମକ ବ୍ୟକ୍ତି ଏହି ତନ୍ତ୍ର ପାଠ କରୁଥିବା ନେଇ ଅଭିଯୋଗ ଆଣିଲେ ଘର ମାଲିକ ଅଫିସ୍ କରିବେ ବୋଲି କହି ତନ୍ତ୍ର ସାଧନା କରୁଥିଲେ । ଅନେକ ଝିଅ ଓ ମହିଳା ମାନେ ଏହି ସ୍ଥାନକୁ ଆସୁଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ଚର୍ଚ୍ଚିଲ କୁ ଏନେଇ ପଚାରିବାରୁ ସେ ତାଙ୍କ ସାଧନାରେ ଅସୁବିଧା ସୃଷ୍ଟି କଲେ  ତନ୍ତ୍ର ଜରିଆରେ ଭସ୍ମ କରିଦେବାର ଭୟ ମଧ୍ୟ ଦେଖାଇଥିଲେଭୟରେ ଆଉ କିଛି କରି ନଥିଲେ ଘର ମାଲିକ । ବର୍ତ୍ତମାନ ଏହାର ତଦନ୍ତ ଜାରି ରଖୁଛି ପୋଲିସି । 

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
In the capital, inside the Guni Garedi house, holes were dug in four directions for worshiping | Argus News