Videos
|
Odisha

ରାଜଧାନୀରେ ପୁଣି ସିମ୍ କଲ୍ ସେଣ୍ଟର ଠାବ, ୫ଜଣ ଥାନାରେ ଅଟକ

Ritu Das
Browse all articles by Ritu Das
·1 year ago
ରାଜଧାନୀରେ ପୁଣି ସିମ୍ କଲ୍ ସେଣ୍ଟର ଠାବ, ୫ଜଣ ଥାନାରେ ଅଟକ

ଅର୍ଗସ ବ୍ୟୁରୋ: ଆପାର୍ଟମେଣ୍ଟ ରେ ପୋଲିସର ରେଡ। ସାଇବର ଠକ ଲୁଚିଥିବା ନେଇ ରେଡ କରୁଛି ପୋଲିସ। ଆପାର୍ଟମେଣ୍ଟ ରେ ଘର ଭଡା ନେଇ ଖୋଲିଥିଲେ କଲ ସେଣ୍ଟର। ସାଇବର ପୋଲିସ ଓ ଏୟାରଫିଲଡ ଥାନା ମିଳିତ ଚଢ଼ାଉ କରିଛି। କାଞ୍ଚନ ଆପାର୍ଟମେଣ୍ଟର ବ୍ଳକ ନମ୍ବର  A 205 ନମ୍ବର ଫ୍ଲାଟ ରେ ଚଢ଼ାଉ ଜାରି ରହିଛି। 

ସାଇବର ଠକ ଧରା ହୋଇଥିବାର ସୂଚନା ମିଳିଛି। ଗତ 6 ମାସ ଧରି ଓଡିଶାରୁ ବସି ଆମେରିକାର ଲୋକଙ୍କୁ ସାଇବର ଠକେଇ କରୁଥିଲେ। ପାଞ୍ଚରୁ ଉର୍ଦ୍ଧ୍ବ ଜଣକୁ ପୋଲିସ ଧରି ବର୍ତ୍ତମାନ ପଚରାଉଚରା ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
In the capital, | Argus News