Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଲେଜରେ ଅଘଟଣ, ଛାତ୍ରଙ୍କୁ ଚାରି ମହଲା ଉପରୁ ଠେଲି ଦେଲେ ସହପାଠୀ

Odisha

କଲେଜରେ ଅଘଟଣ, ଛାତ୍ରଙ୍କୁ ଚାରି ମହଲା ଉପରୁ ଠେଲି ଦେଲେ ସହପାଠୀ

Banajyotshna Ray
Browse all articles by Banajyotshna Ray
·1 year ago
କଲେଜରେ ଅଘଟଣ, ଛାତ୍ରଙ୍କୁ ଚାରି ମହଲା ଉପରୁ ଠେଲି ଦେଲେ ସହପାଠୀ

ଅର୍ଗସ ବ୍ୟୁରୋ:  ଭବାନୀପାଟଣା ବିନାୟକ କଲେଜରେ ଅଘଟଣ । ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ଚାରି ମହଲା ଉପରୁ ସହପାଠୀ ଠେଲି ଦେଇଥିବା ଅଭିଯୋଗ । ଗୁରୁତର ଛାତ୍ରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିନାୟକ କଲେଜ ଯୁକ୍ତ ଦୁଇ କଳା ଛାତ୍ର ଅଙ୍କେଶ ବାଗଙ୍କୁ ସହପାଠୀ ଆକ୍ରମଣ କରୁଥିବା ଭିଡିଓ ଡିଲିଟ୍ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏନେଇ ଅଙ୍କେଶଙ୍କ ପରିବାର ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the college accident, the student was pushed from four floors by his classmate | Argus News