ନଭେମ୍ବର ଶେଷ ସପ୍ତାହରେ ସରୁଛି ଜିଏମ, ରମାଦେବୀ ଓ ଉତ୍କଳ ବିଶ୍ବ ବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ
·1 year ago

ଅର୍ଗସ ବ୍ୟୁରୋ: ସରୁଛି ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ। ନଭେମ୍ବର ଶେଷ ସପ୍ତାହରେ ସରୁଛି ଜିଏମ, ରମାଦେବୀ ଓ ଉତ୍କଳ ବିଶ୍ବ ବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ। ନୂଆ କୁଳପତିଙ୍କ ନିଯୁକ୍ତି ନେଇ ଖୁବ ଶୀଘ୍ର ବାହାରିବ ବିଜ୍ଞପ୍ତି। ଜଲଦି ବିଜ୍ଞପ୍ତି ପ୍ରକାଶ କରିବାକୁ ଚିଠି ହୋଇଛି । କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ସରୁଛି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: