Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରିଏଲିଷ୍ଟେଟ କମ୍ପାନୀରେ ଆୟକର ବିଭାଗର ରେଡ୍‌, କୋଟିଏରୁ ଅଧିକ ଟଙ୍କା ମିଳିଥିବା ସୂଚନା

Banajyotshna Ray
Browse all articles by Banajyotshna Ray
·2 years ago
ରିଏଲିଷ୍ଟେଟ କମ୍ପାନୀରେ ଆୟକର ବିଭାଗର ରେଡ୍‌, କୋଟିଏରୁ ଅଧିକ ଟଙ୍କା ମିଳିଥିବା ସୂଚନା

ଅର୍ଗସ ବ୍ୟୁରୋ:  ରିଏଲିଷ୍ଟେଟ କମ୍ପାନୀରେ ଆୟାକର ବିଭାଗର ରେଡ । କୋଟିଏରୁ ଅଧିକ ଟଙ୍କା ମିଳିଥିବା ସୂଚନା ମିଳିଛି । ଷ୍ଟଲୱାର୍ଟ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ରିଏଲିଷ୍ଟେଟ କମ୍ପାନୀରେ ଦୁଇ ଦିନ ଧରି ରେଡ୍‌ ଚାଲିଥିଲା । କମ୍ପାନୀ ମାଲିକାନାରେ ଥିବା ଏକ ହୋଟେଲରେ ମଧ୍ୟ ରେଡ ହୋଇଥିଲା । ରେଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ସୂଚନା । ଏହାସହ ଅଧିକ ତଦନ୍ତ ଜାରି ରଖିଛି ଆୟକର ବିଭାଗ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Income tax department raids on real estate companies | Argus News