Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆୟୋଜିତ ହୋଇଯାଇଛି ଇଣ୍ଡଷ୍ଟ୍ରି ମିଟ ଫର ଇଣ୍ଡିଆ କେମ ୨୦୨୪

Odisha

ଆୟୋଜିତ ହୋଇଯାଇଛି ଇଣ୍ଡଷ୍ଟ୍ରି ମିଟ ଫର ଇଣ୍ଡିଆ କେମ ୨୦୨୪

Banajyotshna Ray
Browse all articles by Banajyotshna Ray
·1 year ago
ଆୟୋଜିତ ହୋଇଯାଇଛି ଇଣ୍ଡଷ୍ଟ୍ରି ମିଟ ଫର ଇଣ୍ଡିଆ କେମ ୨୦୨୪

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ଇଣ୍ଡଷ୍ଟ୍ରି ମିଟ ଫର ଇଣ୍ଡିଆ କେମ ୨୦୨୪। ୨୦୨୪ ପାଇଁ ଆୟୋଜିତ ହୋଇଥିବା ଏହି କନକ୍ଲେଭ ଏବଂ ଆଗାମୀ ଦିନରେ ଅନେକ କେମିକାଲ ଇଣ୍ଡଷ୍ଟ୍ରିକୁ ଏକାଠି କରିବ। ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରନ୍କ ମିଳିତ ଉଦ୍ୟମରେ ଓଡ଼ିଶାରେ ବିଭିନ୍ନ ପ୍ରୋଜେକ୍ଟରେ କାମ ହେବ। ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ, ସବୁ ରିସର୍ଚ୍ଚ ମଧ୍ୟ ହେବ। କେମିକାଲ ଇଣ୍ଡଷ୍ଟ୍ରି ଓଡ଼ିଶାରେ ଆଗକୁ ନେବା ପାଇଁ ଭିତ୍ତିଭୂମି ମଧ୍ୟ ବଢ଼ାଯିବ। ଆଗକୁ ବିଭିନ୍ନ ରାଜ୍ୟ ସହ ନୂଆ କୌଶଳ ପାଇଁ ଆଲୋଚନା ମଧ୍ୟ କରାଯିବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ  ସମ୍ପଦ ସ୍ୱାଇଁ। ଆଗାମୀ ଦିନରେ ଏକ ବଡ କ୍ଳକଲେଭ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ଏବଂ ଓଡ଼ିଶାରେ ଯେଉଁ ସମ୍ଭାବନା ଅଛି ତାକୁ ଓଡିଶା ସରକାର ସଫଳ କରି ଦେଖାଇବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Industry Meet for India Chem 2024 has been organized | Argus News