Videos
|
Odisha

ଜାଗା ମିଶନରେ ଜାଗା ହରେଇବେ ଅଯୋଗ୍ୟ, ଉନ୍ନୟନ ମନ୍ତ୍ରୀଙ୍କ ବୟାନ

Banajyotshna Ray
Browse all articles by Banajyotshna Ray
·1 year ago
ଜାଗା ମିଶନରେ ଜାଗା ହରେଇବେ ଅଯୋଗ୍ୟ, ଉନ୍ନୟନ ମନ୍ତ୍ରୀଙ୍କ ବୟାନ

ଅର୍ଗସ ବ୍ୟୁରୋ:  ଆଉ ଥରେ ହେବ ଜାଗା ମିଶନ ସର୍ଭେ। ଜାଗା ମିଶନରେ ଜାଗା ହରେଇବେ ଅଯୋଗ୍ୟ। ଜାଗା ମିଶନକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ ବୟାନ। ପୂର୍ବ ସରକାର ଭୁଲ ପ୍ରକ୍ରିୟାରେ LRC ଦେଇଥିଲେ। LRC କୁ ପୂର୍ବ ସରକାର ଲିଫ୍ଟଲେଟ ଭଳିଆ ବାଣ୍ଟିଛନ୍ତି । ସେଥିରେ କୌଣସି ନୀତି ନିୟମ ମାନି ନାହାନ୍ତି। ବହୁତ ଜାଗାରେ ଭୁଲ ପ୍ରକ୍ରିୟାରେ BDA ଓ ରେଲୱେ ଜାଗାରେ ମଧ୍ୟ LRC ଦିଆ ଯାଇଛି। ଭୁଲ ପ୍ରକ୍ରିୟା ଯୋଗୁଁ ଭୁବନେଶ୍ବରରେ ସହ ଅନ୍ୟ ସହରରେ ସମସ୍ୟା ଦେଖା ଯାଉଛି । ଯେଉଁଥିପାଇଁ ସରକାର ଜାଗା ମିଶନ ଉପରେ ସମୀକ୍ଷା କରିଛନ୍ତି। ବସ୍ତି ବାସିନ୍ଦାଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି ସରକାର ସମିକ୍ଷା କରି ହିତାଧିକାରୀଙ୍କୁ ପୁଣି ଥରେ ଜାଗା ଯୋଗାଇଦେବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ineligible people will lose land in Jaga Mission, says Development Minister | Argus News