Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜଙ୍ଗଲରେ ବୁଲୁଛି କ୍ଷତାକ୍ତ ଛୁଆ ଦନ୍ତା ହାତୀ 

Odisha

ଜଙ୍ଗଲରେ ବୁଲୁଛି କ୍ଷତାକ୍ତ ଛୁଆ ଦନ୍ତା ହାତୀ 

Manini Pattanayak
Browse all articles by Manini Pattanayak
·2 years ago
ଜଙ୍ଗଲରେ ବୁଲୁଛି କ୍ଷତାକ୍ତ ଛୁଆ ଦନ୍ତା ହାତୀ 

ଅନୁଗୁଳ:  ପାଲଲହଡା ବନାଞ୍ଚଳ ବତିସୁଆଁ ପଞ୍ଚାୟତ ଅନ୍ତର୍ଗତ ତିରିବି ଗ୍ରାମର ରକ୍ଷିତ ଜଙ୍ଗଲରେ କ୍ଷତାକ୍ତ ଛୁଆ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି I ହାତୀ ଟି ର ବୟସ 5ରୁ 6 ବର୍ଷ ହେବବୋଲି ବନବିଭାଗ ପକ୍ଷ ରୁ କୁହାଯାଇଥିବାବେଳେ ହାତୀ ର ମୁହଁ ରେ ଆଘାତ ଲାଗିଥିବାରୁ ଗୁରୁତର ଅସୁସ୍ଥ ଥିବା ବନବିଭାଗ ସୂଚନା ଦେଇଛି I

ପାଳଲହଡା ଓ ଖମାର ବନବିଭାଗ ଅଧିକାରୀ ଘଟଣI ସ୍ଥଳ ରେ ପହଞ୍ଚି ଦନ୍ତା ର ଗତିବିଧି ଉପରେ ନଜର ରଖିଛନ୍ତି I ତେବେ ରାଉରକେଲା ଓ କେନ୍ଦୁଝର ରୁ ଦୁଇଟି ଡାକ୍ତରୀ ଟିମ ଆସି ହାତୀକୁ ଟ୍ରାଂକୁଲାଇଜ ପରେ ଚିକିତ୍ସା କରାଯିବ ବୋଲି ପାଳଲହଡା ବନ ଅଧିକାରୀ କହିଛନ୍ତି। ତେବେ ଡାକ୍ତରୀ ଟିମ ଆସି ଚିକିତ୍ସା ପରେ ହାତୀଟି ର ସ୍ୱାସ୍ଥ୍ୟ ଅବସ୍ଥା ଜଣା ପଡିବ । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Injured baby elephant were found roaming in the rakhita forest | Argus News