Videos
|
Odisha

ଆହତ ମହିଳା ନକ୍ସଲ ଗିରଫ, ଗିରଫ ନକ୍ସଲକୁ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର

Banajyotshna Ray
Browse all articles by Banajyotshna Ray
·2 years ago
ଆହତ ମହିଳା ନକ୍ସଲ ଗିରଫ, ଗିରଫ ନକ୍ସଲକୁ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର

ଅର୍ଗସ ବ୍ୟୁରୋ:  ନବରଙ୍ଗପୁର ପୋଲିସ ଦ୍ୱାରା ଜଣେ ଆହତ ମହିଳା ନକ୍ସଲ ଗିରଫ । ଗିରଫ ନକ୍ସଲକୁ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଧମନ୍ତରୀ ଜିଲ୍ଲା ଖଲାରି ପୋଲିସ ଷ୍ଟେସନ ଅନ୍ତର୍ଗତ ଏକାୱାରି ଗ୍ରାମରୁ ଜଣେ ଆହତ ମହିଳା ମାଓବାଦୀଙ୍କୁ ଗିରଫ କରିଛି । ଗୁଇନ୍ଦା ରିପୋର୍ଟ ଆଧାରରେ ଏସଓଜି ଟିମ ଓ ଗୋଟିଏ ଡିଭିଏଫ ଟିମ ସହ ୨୧ ଜଣ ନବରଙ୍ଗପୁର ପୋଲିସ ଟିମ ମିଳିତ ଚଢାଉ କରିଥିଲେ । ଗିରଫ ମହିଳାଙ୍କ ନାଁ ମ୍ୟାଙ୍ଗ ନୁରେଟି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Injured woman naxal arrested, arrested naxal handed over to Chhattisgarh police | Argus News